Advertisment

ଖଟା ହୋଇଗଲା କଂଗ୍ରେସ ଜିଲାପି !

ଫେଲ ମାରିଲା ସବୁ ସଂସ୍ଥାର ଏକଜିଟ ପୋଲ୍‌ ତଥ୍ୟ।

author-image
Manoj Swain
ଅଦ୍ୟତନ ହୋଇଛି

ସ୍ୱପ୍ନ ଦେଖୁଥିଲା କଂଗ୍ରେସ, ଭାଙ୍ଗି ଦେଲା ବିଜେପି। କଂଗ୍ରେସ ପଞ୍ଝାରୁ ବିଜୟକୁ ଝାମ୍ପି ଆଣିଲା ବିଜେପି। ନିଶ୍ଚିନ୍ତ ବିଜୟ ଅଶାରେ ରହି ଓଭର କନଫିଡେଣ୍ଟ ଥିଲା ଦଳ। ହେଲେ ଅସମ୍ଭବକୁ ସମ୍ଭବ କରିଦେଲା ବିଜେପି। ଉପରେ ଉଡୁଥିଲା କଂଗ୍ରେସ, ଭିତରେ ଖେଳୁଥିଲା ବିଜେପି। ହରିୟାଣା ଇତିହାସରେ ପ୍ରଥମ ଦଳ ଭାବରେ ବିଜେପି ମାରିଲା ହ୍ୟାଟ୍ରିକ। ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Bjp Congress Haryana Election Result