ଅଦ୍ୟତନ ହୋଇଛି
ଖଟା ହୋଇଗଲା କଂଗ୍ରେସ ଜିଲାପି ! || Haryana Election Result || BJP || Odisha Reporter
Advertisment
ସ୍ୱପ୍ନ ଦେଖୁଥିଲା କଂଗ୍ରେସ, ଭାଙ୍ଗି ଦେଲା ବିଜେପି। କଂଗ୍ରେସ ପଞ୍ଝାରୁ ବିଜୟକୁ ଝାମ୍ପି ଆଣିଲା ବିଜେପି। ନିଶ୍ଚିନ୍ତ ବିଜୟ ଅଶାରେ ରହି ଓଭର କନଫିଡେଣ୍ଟ ଥିଲା ଦଳ। ହେଲେ ଅସମ୍ଭବକୁ ସମ୍ଭବ କରିଦେଲା ବିଜେପି। ଉପରେ ଉଡୁଥିଲା କଂଗ୍ରେସ, ଭିତରେ ଖେଳୁଥିଲା ବିଜେପି। ହରିୟାଣା ଇତିହାସରେ ପ୍ରଥମ ଦଳ ଭାବରେ ବିଜେପି ମାରିଲା ହ୍ୟାଟ୍ରିକ। ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us