`ସତ୍ୟବାଦୀ ସାକ୍ଷୀ ରହିଲା, ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେବେ: ପାଣ୍ଡିଆନ୍’। ଅଗଷ୍ଟ ୧୯ ତାରିଖରେ ସତ୍ୟବାଦୀରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଉପରେ କାଳିମାଡ଼ ପରେ ଗୋଟିଏ ପ୍ରମୁଖ ପ୍ରିଣ୍ଟ ମିଡିଆରେ ଆସିଲା ଏଭଳି ହେଡିଂଯୁକ୍ତ ଖବର। ପାଣ୍ଡିଆନଙ୍କ ଟ୍ୱିଟର ଆକାଉଣ୍ଟରୁ କୁଆଡ଼େ ଏହି ବାକ୍ୟଟି ନିଆଯାଇଥିଲା।