ସୌଜନ୍ୟତା ଦୃଷ୍ଟିରୁ ଶୋକସଭାକୁ ଆସିଲେ ନବୀନ। ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଲୋକେ ଭାରି ଖୁସି ହୋଇଗଲେ। ସମସ୍ତେ ଭାବିଥିଲେ ଚୁପ୍ ହୋଇ ରହିଥିବା ନବୀନ କିଛି କହିବେ। ହେଲେ ପଦୁଟିଏ ବି କହିଲେନି ମୁଖ୍ୟମନ୍ତ୍ରୀ। ଉଡ଼ି ଉଡ଼ି ଆସିଲେ, ଶ୍ରଦ୍ଧାଞ୍ଜଳି ଦେଇ ପଳାଇଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବିଧାନସଭାରେ ‘ପୋଲାଭରମ’ଝଡ଼: ଆଇନମନ୍ତ୍ରୀଙ୍କ ଚେତାବନୀ, ସତ ଖୋଲିଦେଲେ ମୁହଁ ଦେଖାଇପାରିବନି
ପୋଲାଭରମ ପ୍ରକଳ୍ପ ସମ୍ପର୍କିତ ମୁଲତବୀ ଆଲୋଚନା ପ୍ରସ୍ତାବ ଅଗ୍ରାହ୍ୟ ହେବାକୁ ନେଇ କଂଗ୍ରେସ ସଦସ୍ୟମାନେ ଆଜି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ ।
Politics
ପ୍ରଫୁଲ ସାମଲଙ୍କୁ ମିଳିଲା ନୂଆ ଦାୟିତ୍ୱ
୨୦୨୪ରେ ଭଦ୍ରକ ଆସନରୁ ବିଧାନସଭା ନିର୍ବାଚନ ଲଢ଼ି ହାରିଥିଲେ ପ୍ରଫୁଲ୍ଲ ସାମଲ।
Politics
ଓଡ଼ିଶାରୁ ରାଜ୍ୟସଭାକୁ କିଏ ଯିବେ? ମନମୋହନ କହିଲେ- ମୁଁ ରେସ୍ରେ ନାହିଁ
ଡିସେମ୍ବର ୨୦ ତାରିଖରେ ରାଜ୍ୟସଭା ପାଇଁ ଉପନିର୍ବାଚନ ହେବ।
National
‘କଂଗ୍ରେସ ସାଂସଦଙ୍କ ସିଟ୍ରୁ ମିଳିଲା ଟଙ୍କା ବିଡ଼ା, ତଦନ୍ତ ନିର୍ଦ୍ଦେଶ’
କଂଗ୍ରେସ ସଦସ୍ୟ ଅଭିଷେକ ମନୁ ସିଂହଭିଙ୍କ ପାଇଁ ଆବଣ୍ଟିତ ରାଜ୍ୟସଭା ଆସନରୁ ଟଙ୍କା ବିଡ଼ା ବାହାରିଲା ବୋଲି କହିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକର। ରାଜ୍ୟସଭା ନିରାପତ୍ତା ରକ୍ଷୀମାନେ ସ୍ୱାଭାବିକ ଭାବେ ସିଟ୍ ସବୁ ଯାଞ୍ଚ କରୁଥିବାବେଳେ ଅଭିଷେକ ମନୁ ସିଂହଭିଙ୍କ ଆସନରୁ ଟଙ୍କା ବିଡ଼ା ପାଇଥିଲେ। ଏହି ଘଟଣା ଉପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ଧନକର ରାଜ୍ୟସଭାରେ ଘୋଷଣା କରିଛନ୍ତି।
Politics
ଆଜି ନିଜ ଗାଁକୁ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଓ ବାଙ୍ଗିରିପୋଷି ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ପୁଲିସ ଏଡିଜି।