ଆସିଲେ ପଳାଇଲେ କିଛି କହିଲେନି | Odisha Reporter
ସୌଜନ୍ୟତା ଦୃଷ୍ଟିରୁ ଶୋକସଭାକୁ ଆସିଲେ ନବୀନ। ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଲୋକେ ଭାରି ଖୁସି ହୋଇଗଲେ। ସମସ୍ତେ ଭାବିଥିଲେ ଚୁପ୍ ହୋଇ ରହିଥିବା ନବୀନ କିଛି କହିବେ। ହେଲେ ପଦୁଟିଏ ବି କହିଲେନି ମୁଖ୍ୟମନ୍ତ୍ରୀ। ଉଡ଼ି ଉଡ଼ି ଆସିଲେ, ଶ୍ରଦ୍ଧାଞ୍ଜଳି ଦେଇ ପଳାଇଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
