କିଏ ଜନ ବିରୋଧୀ, କିଏ ଜନବାଦୀ? ବାସ୍ତବରେ ଜନ ବିରୋଧୀର ସଂଜ୍ଞା କଣ? ନବୀନଙ୍କ ଆଖିରେ ଜନ ବିରୋଧୀ ଓ ଜନବାଦୀ କିଏ? ଏମାନେ ହେଉଛନ୍ତି ନବୀନଙ୍କ ଜନବାଦୀ। ଆଉ ଏମାନେ ହେଉଛନ୍ତି ଜନ ବିରୋଧୀ। ରାଜ୍ୟ ହୁଲୁସ୍ତୁଲ କରି ଲଭିଲେ ନବୀନଙ୍କ ଆଦର। ସଚିବଙ୍କ ବିରୋଧରେ କହି ହେଲେ ହତାଦାର। ବୁଝି ହେଉନି, ଜନ ବିରୋଧୀ ଓ ଜନପ୍ରିୟର ଫଣ୍ଡା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।