BJDର ମୂଳପୋଛ କରିଦେବେ କି ଲିକୁ ? || Himansu Sekhar Sahu || BJP MLA Dharmasala || Odisha Reporter
ଆଶଙ୍କା ଓ ଅନିଶ୍ଚିତତା ଭିତରେ ବିଜେଡି। କ’ଣ ହେବ ଦଳର ଭବିଷ୍ୟତ ? କେମିତି ଚାଲିବ ଦଳ ? ସନ୍ନ୍ୟାସ ପରେ କାହିଁକି ଭି.କେ ପାଣ୍ଡିଆନଙ୍କ ଇସାରାରେ ଚାଲିଛି ବିଜେଡି ? ନେତା ଓ କର୍ମୀଙ୍କ ମନରେ ଏମିତି ହଜାରେ ପ୍ରଶ୍ନ। ଆଉ ଏମିତି ସ୍ଥିତିରେ ଫାଳ ଫାଳ ହେବାରେ ଲାଗିଛି ବିଜେଡି ! ରାଜ୍ୟରେ ବିଜେପି ସରାକର ଗଠନକୁ ୨ ମାସ ପୂରିନି। ହେଲେ ଯାଜପୁର ବିଜେଡିରେ ସୃଷ୍ଟି ହେଲାଣି କମ୍ପନ। ବିଜେଡି ଛାଡି ବିଧାୟକ ହିମାଂଶୁ ସାହୁଙ୍କ କ୍ୟାଂପରେ ଯୋଗ ଦେଇଛନ୍ତି ବିଜେଡି ସମର୍ଥିତ ୮ ସରପଞ୍ଚ ଓ ୧୩ ସମିତି ସଭ୍ୟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
