କ’ଣ ହେବ ବିଜେଡିର ଭବିଷ୍ୟତ ?

  • Published: Tuesday, 30 July 2024
  • , Updated: 30 July 2024, 12:28 PM IST

ଆଶଙ୍କା ଓ ଅନିଶ୍ଚିତତା ଭିତରେ ବିଜେଡି। କ’ଣ ହେବ ଦଳର ଭବିଷ୍ୟତ ? କେମିତି ଚାଲିବ ଦଳ ? ସନ୍ନ୍ୟାସ ପରେ କାହିଁକି ଭି.କେ ପାଣ୍ଡିଆନଙ୍କ ଇସାରାରେ ଚାଲିଛି ବିଜେଡି ? ନେତା ଓ କର୍ମୀଙ୍କ ମନରେ ଏମିତି ହଜାରେ ପ୍ରଶ୍ନ। ଆଉ ଏମିତି ସ୍ଥିତିରେ ଫାଳ ଫାଳ ହେବାରେ ଲାଗିଛି ବିଜେଡି ! ରାଜ୍ୟରେ ବିଜେପି ସରାକର ଗଠନକୁ ୨ ମାସ ପୂରିନି। ହେଲେ ଯାଜପୁର ବିଜେଡିରେ ସୃଷ୍ଟି ହେଲାଣି କମ୍ପନ। ବିଜେଡି ଛାଡି ବିଧାୟକ ହିମାଂଶୁ ସାହୁଙ୍କ କ୍ୟାଂପରେ ଯୋଗ ଦେଇଛନ୍ତି ବିଜେଡି ସମର୍ଥିତ ୮ ସରପଞ୍ଚ ଓ ୧୩ ସମିତି ସଭ୍ୟ। 

Related story