ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି: ଆସାମ ମୁଖ୍ୟମନ୍ତ୍ରୀ

ଗତକାଲି ଜଟଣୀ ଛତାବରରେ ଆୟୋଜିତ ବିଜେପି ପରିବର୍ତ୍ତନ ସଭାରେ ଯୋଗଦେଇ ଶ୍ରୀ ବିଶ୍ୱଶର୍ମା କହିଥିଲେ, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି।

Manoj Swain
  • Published: Friday, 17 May 2024
  • Updated: 17 May 2024, 01:33 PM IST

Sports

Latest News

ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଗତକାଲି ଜଟଣୀ ଛତାବରରେ ଆୟୋଜିତ ବିଜେପି ପରିବର୍ତ୍ତନ ସଭାରେ ଯୋଗଦେଇ ଶ୍ରୀ ବିଶ୍ୱଶର୍ମା କହିଥିଲେ, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି। ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ଗାଏବ ହୋଇଯାଇଛି। ଓଡ଼ିଶା ସରକାର ସେହି ମାମଲାର ନ୍ୟାୟିକ ତଦନ୍ତ କରିଥିଲେ। ତାହାର ରିପୋର୍ଟ ବିଧାନସଭାରେ ଉପସ୍ଥାପନ କଲେନାହିଁ। ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ନବୀନବାବୁ କିଛି କରୁନାହାନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos