Advertisment

ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି: ଆସାମ ମୁଖ୍ୟମନ୍ତ୍ରୀ

ଗତକାଲି ଜଟଣୀ ଛତାବରରେ ଆୟୋଜିତ ବିଜେପି ପରିବର୍ତ୍ତନ ସଭାରେ ଯୋଗଦେଇ ଶ୍ରୀ ବିଶ୍ୱଶର୍ମା କହିଥିଲେ, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି।

Advertisment

ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଗତକାଲି ଜଟଣୀ ଛତାବରରେ ଆୟୋଜିତ ବିଜେପି ପରିବର୍ତ୍ତନ ସଭାରେ ଯୋଗଦେଇ ଶ୍ରୀ ବିଶ୍ୱଶର୍ମା କହିଥିଲେ, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି। ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ଗାଏବ ହୋଇଯାଇଛି। ଓଡ଼ିଶା ସରକାର ସେହି ମାମଲାର ନ୍ୟାୟିକ ତଦନ୍ତ କରିଥିଲେ। ତାହାର ରିପୋର୍ଟ ବିଧାନସଭାରେ ଉପସ୍ଥାପନ କଲେନାହିଁ। ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ନବୀନବାବୁ କିଛି କରୁନାହାନ୍ତି। 

Advertisment
Odisha Bjp Himanta Biswa Sarma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe