Advertisment

ସୋନପୁରକୁ କାହିଁକି ବାଛିଲେ ଅମିତ ଶାହ ?

ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ତେବେ ସୋନପୁରରୁ କାହିଁକି ପ୍ରଚାର ଶୁଭାରମ୍ଭ କରିବେ ଅମିତ ଶାହ ?

Advertisment

ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ତେବେ ସୋନପୁରରୁ କାହିଁକି ପ୍ରଚାର ଶୁଭାରମ୍ଭ କରିବେ ଅମିତ ଶାହ ? ଉପକୂଳ- ଦକ୍ଷିଣ ଓ ଉତ୍ତର ପରିବର୍ତ୍ତେ କାହିଁକି ପଶ୍ଚିମ ଓଡିଶାକୁ ବାଛିଲା ବିଜେପି ? କୁହାଯାଉଛି ପଶ୍ଚିମ ଓଡ଼ିଶାରେ ବିଜେପି ଭଲ ଲହର ରହିଛି। ୨୦୧୯ରେ ୫ରୁ ୫ ଲୋକସଭା ବି ଏଠି ହାତେଇ ଥିଲା ପଦ୍ମ। ଯେହେତୁ ଏଥର ବି ପଶ୍ଚିମ ଓଡିଶାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଛନ୍ତି ଓ ବଲାଙ୍ଗିର ଲୋକସଭା ଅନ୍ତର୍ଗତ କଣ୍ଟାବାଞ୍ଜି ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି, ତେଣୁ ତାଙ୍କୁ ସେଠି ଚେକ୍ ଦେବାକୁ ଶାହଙ୍କ ସଭା ଆୟୋଜନ ହୋଇଛି। ତା ସହ ବଲାଙ୍ଗିର ଲୋକସଭା ଅଧୀନରେ ଆସୁଥିବା ସୋନପୁର ପଶ୍ଚିମ ଓଡ଼ିଶାର ଏକ ଷ୍ଟ୍ରାଟେଜିକ୍ ପଏଣ୍ଟ।

Advertisment
Odisha Bjp Amit Shah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe