କୋଶଳୀ ପ୍ରଶ୍ନର, କୋଶଳୀ ଉତ୍ତର | Odisha Reporter
ଆଜି ବିଧାନସଭା ପ୍ରଶ୍ନକାଳରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କୋଶଳୀ ଭାଷାରେ ପ୍ରଶ୍ନ ପଚାରିଥିବା ବେଳେ ମନ୍ତ୍ରୀ ପ୍ରତାପ ଦେବ ମଧ୍ୟ ଏହାର ଉତ୍ତର କୋଶଳୀ ଭାଷାରେ ରଖିଥିଲେ।
Advertisment
କୋଶଳୀ ପ୍ରଶ୍ନର, କୋଶଳୀ ଉତ୍ତର | Odisha Reporter