Advertisment

ବିଜେଡି ପାଇଁ ବେଗୁନିଆବାସୀଙ୍କ ବାର୍ତ୍ତା

ବେଗୁନିଆ ଅଞ୍ଚଳରେ କେତେ ବାଟ ଆଗେଇଛି ବିକାଶ। କେମିତି ଅଛନ୍ତି ବେଗୁନିଆ ନିର୍ବାଚନମଣ୍ଡଳୀର ଜନସାଧାରଣ ?

author-image
Manoj Swain

ବେଗୁନିଆରେ କେମିତି ରହିଛି ଲୋକଙ୍କ ମୁଡ ଓ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ। କେତେ ପହଁଞ୍ଚିଛି ଯୋଜନା। ବେଗୁନିଆ ଅଞ୍ଚଳରେ କେତେ ବାଟ ଆଗେଇଛି ବିକାଶ। କେମିତି ଅଛନ୍ତି ବେଗୁନିଆ ନିର୍ବାଚନମଣ୍ଡଳୀର ଜନସାଧାରଣ ? ବେଗୁନିଆରେ ମୁଖ୍ୟ ସମସ୍ୟା ସବୁ କଣ ରହିଛି। ଦେଖନ୍ତୁ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗାଁ ଗାଁରେ ପଲିଟିକାଲ ଖଟିରେ।

Advertisment
2024 General Election Odisha