Advertisment

କେମିତି ଅଛନ୍ତି କଟକ-ସଦର ନିର୍ବାଚନମଣ୍ଡଳୀର ଜନସାଧାରଣ ?

କଟକ-ସଦର ଅଞ୍ଚଳରେ କେତେ ବାଟ ଆଗେଇଛି ବିକାଶ, ତାହାର ନଗ୍ନଚିତ୍ର ଖୋଲିଦେଲା ଓଡ଼ିଶା ରିପୋର୍ଟର।

author-image
Manoj Swain

କଟକ ସହରଠୁ ମାତ୍ର ଅଳ୍ପ ଦୂର। ସମସ୍ୟା ଭିତରେ ଦହଗଞ୍ଜ ହେଉଛନ୍ତି ଲୋକେ। କଟକ-ସଦର ନିର୍ବାଚନମଣ୍ଡଳୀରେ କେମିତି ରହିଛି ଲୋକଙ୍କ ମୁଡ ଓ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ। କେତେ ପହଁଞ୍ଚିଛି ଯୋଜନା। ଏହି ଅଞ୍ଚଳରେ କେତେ ବାଟ ଆଗେଇଛି ବିକାଶ। କେମିତି ଅଛନ୍ତି କଟକ-ସଦର ନିର୍ବାଚନମଣ୍ଡଳୀର ଜନସାଧାରଣ ? ତାହାର ନଗ୍ନଚିତ୍ର ଖୋଲିଦେଲା ଓଡ଼ିଶା ରିପୋର୍ଟର। ଏବେ ଅଞ୍ଚଳବାସୀ ମନସ୍ଥ କରିଛନ୍ତି ଯିଏ ଭୋଟ ମାଗିବାକୁ ଆସିବ ସିଧା ତାଙ୍କୁ ପ୍ରଶ୍ନ କରିବୁ। ଦେଖନ୍ତୁ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗାଁ ଗାଁରେ ପଲିଟିକାଲ ଖଟିରେ। 

Advertisment
Odisha Cuttack 2024 General Election