କେମିତି ଅଛନ୍ତି କଟକ-ସଦର ନିର୍ବାଚନମଣ୍ଡଳୀର ଜନସାଧାରଣ ?

  • Published: Tuesday, 23 April 2024
  • , Updated: 23 April 2024, 04:11 PM IST

କଟକ ସହରଠୁ ମାତ୍ର ଅଳ୍ପ ଦୂର। ସମସ୍ୟା ଭିତରେ ଦହଗଞ୍ଜ ହେଉଛନ୍ତି ଲୋକେ। କଟକ-ସଦର ନିର୍ବାଚନମଣ୍ଡଳୀରେ କେମିତି ରହିଛି ଲୋକଙ୍କ ମୁଡ ଓ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ। କେତେ ପହଁଞ୍ଚିଛି ଯୋଜନା। ଏହି ଅଞ୍ଚଳରେ କେତେ ବାଟ ଆଗେଇଛି ବିକାଶ। କେମିତି ଅଛନ୍ତି କଟକ-ସଦର ନିର୍ବାଚନମଣ୍ଡଳୀର ଜନସାଧାରଣ ? ତାହାର ନଗ୍ନଚିତ୍ର ଖୋଲିଦେଲା ଓଡ଼ିଶା ରିପୋର୍ଟର। ଏବେ ଅଞ୍ଚଳବାସୀ ମନସ୍ଥ କରିଛନ୍ତି ଯିଏ ଭୋଟ ମାଗିବାକୁ ଆସିବ ସିଧା ତାଙ୍କୁ ପ୍ରଶ୍ନ କରିବୁ। ଦେଖନ୍ତୁ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗାଁ ଗାଁରେ ପଲିଟିକାଲ ଖଟିରେ। 

 

 

Related story