କଡ଼ ଲେଉଟାଉଛି ଜଗତସିଂହପୁର! | Odisha Reporter
ଜଗତସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ କେମିତି ରହିଛି ଲୋକଙ୍କ ମୁଡ୍ ଓ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ ? ତେବେ କିଛି ଭୋଟର ନିରବ ରହୁଥିବାବେଳେ ଅନେକ ପରିବର୍ତ୍ତନ ସପକ୍ଷରେ ମତ ଦେଉଛନ୍ତି ! ଦେଖନ୍ତୁ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗାଁ ଗାଁରେ ପଲିଟିକାଲ ଖଟି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
