'ନବୀନଙ୍କ ଗ୍ୟାରେଣ୍ଟି ଉପରେ ଆଉ ଭରସା ନାହିଁ'

ସାଲେପୁର ନିର୍ବାଚନମଣ୍ଡଳୀରେ କେମିତି ରହିଛି ଲୋକଙ୍କ ମୁଡ୍‌ ଓ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ ? ଦେଖନ୍ତୁ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗାଁ ଗାଁରେ ପଲିଟିକାଲ ଖଟି।

Manoj Swain
  • Published: Sunday, 26 May 2024
  • Updated: 26 May 2024, 02:02 PM IST

ଲୋକେ ଆଉ ବୁଝିବା ପରିସ୍ଥିତିରେ ନାହାଁନ୍ତି। ଜୁଲାଇରୁ 100 ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବେ ସରକାର, ଏକଥା ଶୁଣିବା ପରେ ଗାଁର ମହିଳାମାନେ ହସୁଛନ୍ତି । ଆଗପଛ କିଛି ଦେଖିଲେନି, ରୋକଠୋକ ମୁହଁରେ କହିଲେ, ମାଗଣା ବିଜୁଳି କଥା ସମ୍ପୂର୍ଣ୍ଣ ମିଛ। ଭୋଟ ପାଇବା ପରେ କିଏ କାହାର ? ଭୋଟ ପାଇବା ପାଇଁ ଏମିତି କହୁଛନ୍ତି। ସରକାରଙ୍କ କଥାକୁ ଏ କାନରେ ପୂରାଇ, ସେ କାନରେ ବାହାର କରିଦେଉଛନ୍ତି ଗାଁ ଲୋକେ। ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗାଁ ଗାଁରେ ପଲିଟିକାଲ ଖଟିରେ ସରକାରଙ୍କ ଉପରେ ବର୍ଷିଲେ ସାଲେପୁର ନିର୍ବାଚନମଣ୍ଡଳୀର ଜନସାଧାରଣ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos