\'ନବୀନଙ୍କ ଗ୍ୟାରେଣ୍ଟି ଉପରେ ଆଉ ଭରସା ନାହିଁ\' | Odisha Reporter
Advertisment
ଲୋକେ ଆଉ ବୁଝିବା ପରିସ୍ଥିତିରେ ନାହାଁନ୍ତି। ଜୁଲାଇରୁ 100 ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବେ ସରକାର, ଏକଥା ଶୁଣିବା ପରେ ଗାଁର ମହିଳାମାନେ ହସୁଛନ୍ତି । ଆଗପଛ କିଛି ଦେଖିଲେନି, ରୋକଠୋକ ମୁହଁରେ କହିଲେ, ମାଗଣା ବିଜୁଳି କଥା ସମ୍ପୂର୍ଣ୍ଣ ମିଛ। ଭୋଟ ପାଇବା ପରେ କିଏ କାହାର ? ଭୋଟ ପାଇବା ପାଇଁ ଏମିତି କହୁଛନ୍ତି। ସରକାରଙ୍କ କଥାକୁ ଏ କାନରେ ପୂରାଇ, ସେ କାନରେ ବାହାର କରିଦେଉଛନ୍ତି ଗାଁ ଲୋକେ। ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗାଁ ଗାଁରେ ପଲିଟିକାଲ ଖଟିରେ ସରକାରଙ୍କ ଉପରେ ବର୍ଷିଲେ ସାଲେପୁର ନିର୍ବାଚନମଣ୍ଡଳୀର ଜନସାଧାରଣ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us