Advertisment

ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ କେମିତି ରହିଛି ଲୋକଙ୍କ ମୁଡ୍‌ ?

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ କେମିତି ରହିଛି ଲୋକଙ୍କ ମୁଡ୍‌ ଓ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ?

author-image
Manoj Swain

ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀ। ଏଠି ଲୋକେ ଚାହୁଁଛନ୍ତି ଏକ ପରିବର୍ତ୍ତନ। ଗାଁର ଶହ ଶହ ଯୁବକ ଅନ୍ୟ ରାଜ୍ୟରେ ଦାଦନ ଖଟୁଛନ୍ତି। ଗାଁ ପାଖରେ କାମ ନାହିଁ। ସ୍କୁଲ ଘର ହୋଇଛି, ଶିକ୍ଷକ ନାହାନ୍ତି। ଚାଷୀଙ୍କୁ ଚାଷର ଉପଯୁକ୍ତ ମୂଲ୍ୟ ମିଳୁନି। ଦୁର୍ନୀତି ଚରମ ସୀମାରେ ପହଁଚିଛି। କେତେକଙ୍କ ପାଇଁ ଦରଦାମ ବି ଚିନ୍ତାର ବିଷୟ ହୋଇଛି। ଦେଖନ୍ତୁ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗାଁ ଗାଁରେ ପଲିଟିକାଲ ଖଟି।

Advertisment
2024 General Election Odisha Jagatsinghpur