Advertisment

ମୋହନଙ୍କ ସମ୍ପତ୍ତି କେତେ ?

ସରପ୍ରାଇଜ ଦେଲା ବିଜେପି। ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ପତ୍ନୀ ହେଉଛନ୍ତି ଜଣେ ହୋମିଓପ୍ୟାଥିକ ଡାକ୍ତର। ଦୀର୍ଘଦିନ ଧରି ସେ ଏହି ସେବା ଯୋଗାଇବା ପରେ ଏବେ ଚାକିରୀ ଛାଡିଛନ୍ତି। ହଠାତ ସ୍ୱାମୀ ମୁଖ୍ୟମନ୍ତ୍ରୀ ବୋଲି ଘୋଷଣା ହେବା ପରେ ଖୁସିରେ ଛାତି କୁଣ୍ଢେମୋଟ। । ତାଙ୍କର ସତ୍ୟପାଠ ଅନୁସାରେ ପ୍ରାୟ ଏକ କୋଟି 97 ଲକ୍ଷ ଟଙ୍କା ସମ୍ପତ୍ତି ରହିଛି। ଏଥିରେ ପତ୍ନୀଙ୍କର ସମ୍ପତ୍ତି ମଧ୍ୟ ରହିଛି। ଉଭୟ ପତିପତ୍ନୀ ପ୍ରାୟ 95 ଲକ୍ଷ ଟଙ୍କା ଋଣ କରିଛନ୍ତି...

author-image
Debendra Prusty

Mohan Majhi Bjp Odisha