'ରାଜକୋଷରୁ କେତେ ଲୁଟ୍ କରିଛନ୍ତି ପାଣ୍ଡିଆନ ?'

ସନ୍ନ୍ୟାସ ନେଇ ଓଡ଼ିଶା ଛାଡ଼ି ଯାଇପାରିବେନି ପାଣ୍ଡିଆନ। ଯିବା ପୂର୍ବରୁ ହିସାବ ଦେବେ। ଭରାସଭାରୁ ଭିକେ ପାଣ୍ଡିଆନ ଓ ବିଜେଡିକୁ କିଛି ଏମିତି କହି ଟାର୍ଗେଟ କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ।

Manoj Swain
  • Published: Monday, 17 June 2024
  • Updated: 17 June 2024, 12:55 PM IST

Sports

Latest News

ସନ୍ନ୍ୟାସ ନେଇ ଓଡ଼ିଶା ଛାଡ଼ି ଯାଇପାରିବେନି ପାଣ୍ଡିଆନ। ଯିବା ପୂର୍ବରୁ ହିସାବ ଦେବେ। ଭରାସଭାରୁ ଭିକେ ପାଣ୍ଡିଆନ ଓ ବିଜେଡିକୁ କିଛି ଏମିତି କହି ଟାର୍ଗେଟ କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ବିଜେଡି ସରକାରରେ କିଭଳି ଖଣି ଖାଦାନ ଲୁଟ ସହ ରାଜକୋଷରୁ ଶହଶହ କୋଟି ଲୁଟି ନିଆଗଲା, ଏ ସରକାର ତାହାର ହିସାବ ମାଗିବେ ବୋଲି କହିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos