ରାଜକୋଷରୁ କେତେ ଲୁଟ୍ କରିଛନ୍ତି ପାଣ୍ଡିଆନ ?|Odisha BJP Govt |VK Pandian |Pradeep Purohit |Odisha Reporter
Advertisment
ସନ୍ନ୍ୟାସ ନେଇ ଓଡ଼ିଶା ଛାଡ଼ି ଯାଇପାରିବେନି ପାଣ୍ଡିଆନ। ଯିବା ପୂର୍ବରୁ ହିସାବ ଦେବେ। ଭରାସଭାରୁ ଭିକେ ପାଣ୍ଡିଆନ ଓ ବିଜେଡିକୁ କିଛି ଏମିତି କହି ଟାର୍ଗେଟ କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ବିଜେଡି ସରକାରରେ କିଭଳି ଖଣି ଖାଦାନ ଲୁଟ ସହ ରାଜକୋଷରୁ ଶହଶହ କୋଟି ଲୁଟି ନିଆଗଲା, ଏ ସରକାର ତାହାର ହିସାବ ମାଗିବେ ବୋଲି କହିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us