କେମିତି ବିଜେପି ଓଡ଼ିଶାରେ କ୍ଷମତାକୁ ଆସିବ ? କଣ ରହିଛି ବିଜେପିର ରଣନୀତି ? ଆଗ୍ରେସିଭ୍ ପ୍ଲେୟର ଭାବେ ଜଣାଶୁଣା ବିଜେପିର ନୂତନ ସଭାପତି ମନମୋହନ ସାମଲଙ୍କ କଣ ରହିଛି ଯୋଜନା ? ତାଙ୍କ ନାଁରେ କଣ ରହିଛି ସବୁ ଅଭିଯୋଗ ? ବର୍ତ୍ତମାନ କେଉଁ କେଉଁ ବିଜେଡି ନେତା ତାଙ୍କ ସହ ଅଛନ୍ତି ସମ୍ପର୍କରେ ? ଏ ସମ୍ପର୍କରେ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସ୍ବାଧୀନ କୁମାର ରାଉତ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ବିଜେଡି ଅଡ଼ୁଆ: ୧୮ ଜିଲ୍ଲାର ସଭାପତି ଘୋଷଣା,୧୫ ଜିଲ୍ଲାରେ ମୁହାଁମୁହିଁ ସ୍ଥିତି
ଦଳର ମୋଟ ୩୩ଟି ସାଂଗଠନିକ ଜିଲ୍ଲା ଥିବାବେଳେ ମଙ୍ଗଳବାର ଦଳର ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ମାତ୍ର ୧୮ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଛନ୍ତି ।

Politics
କାହିଁକି କଟିଲା ଗ୍ରାମସଭା କ୍ଷମତା?
ବିଜେଡି ସରକାର ଗ୍ରାମ ସଭାକୁ ଗୁରୁତ୍ୱ ନଦେବାକୁ ଆକ୍ଷେପ କରିଥିଲା ବିଜେପି। ଏବେ ବିବାଦରେ ଜିଲ୍ଲାପାଳ ଓ ବିଧାୟକଙ୍କୁ ୪୦% ଅର୍ଥ ଖର୍ଚ୍ଚ କରିବାର କ୍ଷମତା।

Politics
ନବୀନ କିଂକର୍ତ୍ତବ୍ୟବିମୂଢ଼: କମିଟିରେ ପାଣ୍ଡିଆନମାର୍କାଙ୍କ ଦବଦବା, ଖଣି ଜିଲ୍ଲାରେ ବବିଙ୍କ ଅନୁଗତ
୧୭ତାରିଖ ସୁଦ୍ଧା ୮୧ଜଣିଆ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଘୋଷଣା ହେବ ଓ ୧୯ରେ ରାଜ୍ୟ ପରିଷଦର ସ୍ୱତନ୍ତ୍ର ବୈଠକ ବସି ନବୀନଙ୍କୁ ନବମ ଥର ସଭାପତି ପଦରେ ଅବସ୍ଥାପିତ କରାଯିବ ବୋଲି ସୂଚନା ମିଳିଛି ।

Politics
କେତେ ସଫଳ ହେବ ବିଜେପି-ଏଆଇଏଡିଏମକେ ମେଣ୍ଟ?
ଉଭୟ ଦଳ ମେଣ୍ଟ କରି କ’ଣ ପାଇବାକୁ ଓ କ’ଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି?