ବଦନାମ ପ୍ଲାନ ହୋଇଥିଲା, ମରିବା ପୂର୍ବରୁ ସେ ସତ୍ୟପାଠ ଦେଇଛନ୍ତି || Odisha Political News || Odisha Reporter
Advertisment
କେମିତି ବିଜେପି ଓଡ଼ିଶାରେ କ୍ଷମତାକୁ ଆସିବ ? କଣ ରହିଛି ବିଜେପିର ରଣନୀତି ? ଆଗ୍ରେସିଭ୍ ପ୍ଲେୟର ଭାବେ ଜଣାଶୁଣା ବିଜେପିର ନୂତନ ସଭାପତି ମନମୋହନ ସାମଲଙ୍କ କଣ ରହିଛି ଯୋଜନା ? ତାଙ୍କ ନାଁରେ କଣ ରହିଛି ସବୁ ଅଭିଯୋଗ ? ବର୍ତ୍ତମାନ କେଉଁ କେଉଁ ବିଜେଡି ନେତା ତାଙ୍କ ସହ ଅଛନ୍ତି ସମ୍ପର୍କରେ ? ଏ ସମ୍ପର୍କରେ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସ୍ବାଧୀନ କୁମାର ରାଉତ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us