Advertisment

କ୍ୟାମେରା ଆଗରେ କାନ୍ଦି ପକାଇଲେ ପ୍ରଭାତୀଙ୍କ ସ୍ୱାମୀ

ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ାଙ୍କ ନାଁ ଉପମୁଖ୍ୟମନ୍ତ୍ରୀ ଭାବେ ଘୋଷଣା ହୋଇଛି । ଏ ଖବର ଜାଣିବା ପରେ କ୍ୟାମେରା ସାମ୍ନାରେ କାନ୍ଦି ପକାଇଛନ୍ତି ପ୍ରଭାତୀଙ୍କ ସ୍ୱାମୀ ଶ୍ୟାମସୁନ୍ଦର । ପୂରୁଣା ଦିନର ସଂଘର୍ଷ କଥାକୁ ମନେ ପକାଇ ଭାବବିହ୍ୱଳ ହୋଇଛନ୍ତି ପ୍ରଭାତୀଙ୍କ ସ୍ୱାମୀ ।

author-image
Debendra Prusty

Odisha Bjp