Advertisment

'ମୁଁ ବିଜେଡି ଦଳର ଲୋକ କିନ୍ତୁ ବୈଜୟନ୍ତଙ୍କୁ ଭୋଟ୍‌ ଦେବି'

କେନ୍ଦ୍ରାପଡ଼ାର ଗାଁଠୁ ସହର, ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଏଥର ଆମେ ଚାହୁଁଛୁ ବୈଜୟନ୍ତ ପଣ୍ଡା ।

author-image
Manoj Swain

କେନ୍ଦ୍ରାପଡ଼ାରୁ ଆସୁଛି ପରିବର୍ତ୍ତନର ସ୍ବର। ବୈଜୟନ୍ତ ପଣ୍ଡାଙ୍କୁ ସାଂସଦ କରାଇବାକୁ କେନ୍ଦ୍ରାପଡାବାସୀ ନିଷ୍ପତ୍ତି ନେଇସାରିଛନ୍ତି। ଏଥର ବୈଜୟନ୍ତ ପଣ୍ଡାଙ୍କୁ ଭୋଟ ଦେବେ। କେନ୍ଦ୍ରାପଡ଼ାର ଗାଁଠୁ ସହର, ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଏଥର ଆମେ ଚାହୁଁଛୁ ବୈଜୟନ୍ତ ପଣ୍ଡା । ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Bjp Baijayant Panda Odisha