Advertisment

'ମୁଁ ବିଜେଡି ଦଳର ଲୋକ କିନ୍ତୁ ବୈଜୟନ୍ତଙ୍କୁ ଭୋଟ୍‌ ଦେବି'

କେନ୍ଦ୍ରାପଡ଼ାର ଗାଁଠୁ ସହର, ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଏଥର ଆମେ ଚାହୁଁଛୁ ବୈଜୟନ୍ତ ପଣ୍ଡା ।

Advertisment

କେନ୍ଦ୍ରାପଡ଼ାରୁ ଆସୁଛି ପରିବର୍ତ୍ତନର ସ୍ବର। ବୈଜୟନ୍ତ ପଣ୍ଡାଙ୍କୁ ସାଂସଦ କରାଇବାକୁ କେନ୍ଦ୍ରାପଡାବାସୀ ନିଷ୍ପତ୍ତି ନେଇସାରିଛନ୍ତି। ଏଥର ବୈଜୟନ୍ତ ପଣ୍ଡାଙ୍କୁ ଭୋଟ ଦେବେ। କେନ୍ଦ୍ରାପଡ଼ାର ଗାଁଠୁ ସହର, ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଏଥର ଆମେ ଚାହୁଁଛୁ ବୈଜୟନ୍ତ ପଣ୍ଡା । ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Odisha Bjp Baijayant Panda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe