‘ଦଳ ଯାହା ନିଷ୍ବତ୍ତି ନେବ ମୁଁ ସେଥିରେ ସହମତ’

'ସଭାପତି ଓ ସଂଗଠନ ମହାମନ୍ତ୍ରୀ ଦିଲ୍ଲୀରୁ ଫେରିବାକୁ ଅପେକ୍ଷା କର'

Manoj Swain
  • Published: Thursday, 07 March 2024
  • Updated: 07 March 2024, 04:31 PM IST

ମେଣ୍ଟକୁ ନେଇ ବିଜେପି ନେତା କେଭି ସିଂଦେଓଙ୍କ ପ୍ରତିକ୍ରିୟା। କହିଲେ, ସଭାପତି ଓ ସଂଗଠନ ମହାମନ୍ତ୍ରୀ ଦିଲ୍ଲୀରୁ ଫେରିବାକୁ ଅପେକ୍ଷା କର। ଦଳର ନିଷ୍ପତ୍ତି ସହ କେଭି ସିଂଦେଓ ସବୁବେଳେ ଠିଆ ହୋଇଛି। ଦଳ ସପକ୍ଷରେ ଯେଉଁ ନିଷ୍ପତ୍ତି ନିଆଯିବ ତାକୁ କାର୍ଯ୍ୟକର୍ତ୍ତା ସମର୍ଥନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos