Advertisment

‘ଦଳ ଯାହା ନିଷ୍ବତ୍ତି ନେବ ମୁଁ ସେଥିରେ ସହମତ’

'ସଭାପତି ଓ ସଂଗଠନ ମହାମନ୍ତ୍ରୀ ଦିଲ୍ଲୀରୁ ଫେରିବାକୁ ଅପେକ୍ଷା କର'

author-image
Manoj Swain

ମେଣ୍ଟକୁ ନେଇ ବିଜେପି ନେତା କେଭି ସିଂଦେଓଙ୍କ ପ୍ରତିକ୍ରିୟା। କହିଲେ, ସଭାପତି ଓ ସଂଗଠନ ମହାମନ୍ତ୍ରୀ ଦିଲ୍ଲୀରୁ ଫେରିବାକୁ ଅପେକ୍ଷା କର। ଦଳର ନିଷ୍ପତ୍ତି ସହ କେଭି ସିଂଦେଓ ସବୁବେଳେ ଠିଆ ହୋଇଛି। ଦଳ ସପକ୍ଷରେ ଯେଉଁ ନିଷ୍ପତ୍ତି ନିଆଯିବ ତାକୁ କାର୍ଯ୍ୟକର୍ତ୍ତା ସମର୍ଥନ କରିବେ।

Advertisment
Odisha BjD Bjp