Advertisment

‘ରାଜନୀତିରେ ଏପରି ଆକ୍ରୋଶ ମୁଁ ଯାଜପୁରରେ ହେବାର ଦେଖିନାହିଁ’

ସରକାରଙ୍କ ପକ୍ଷରୁ ଲିଗାଲ ଆକ୍ସନ ନିଆଯାଇଛି। ଯେଉଁମାନେ ଆକ୍ରମଣ କରିଥିଲେ ସେମାନଙ୍କ ମଧ୍ୟରୁ ୧୦ ଜଣ ଗିରଫ ହୋଇସାରିଲେଣି।

author-image
Jitendra Garnayak

ବିଜୁ ଜନତା ଦଳ ଗୁଣ୍ଡାଗର୍ଦ୍ଦି ପାଇଁ ଯାଜପୁରବାସୀ ଆଜି ଭୟଭୀତ। ଏପରି ଗୁଣ୍ଡାଗିରିକୁ ଭାରତୀୟ ଜନତା ପାର୍ଟି ବରଦାସ୍ତ କରିବନି। ଯେଉଁମାନେ ୨୫ ବର୍ଷ ହେବ ଶାସନ ଭାରକୁ ନିଜ ମୁଠିରେ ରଖି ନିଜ କଳ ଚଳାଉଥିଲେ, ଯେତେବେଳେ ଏହି କଳ ବନ୍ଦ ହୋଇଯାଉଛି, ନିଜର ବ୍ୟକ୍ତିଗତ ସ୍ୱାର୍ଥରେ ପଇସା ରୋଜଗାର ହୋଇପାରୁନାହିଁ, ସେମାନେ ଭୟଭୀତ ହୋଇ ଏପରି କାର୍ଯ୍ୟ କରୁଛନ୍ତି। ରାଜନୀତିରେ ଏପରି ଆକ୍ରୋଶ ମୁଁ ଯାଜପୁରରେ ହେବାର ଦେଖିନାହିଁ। ମୁଁ ପ୍ରଥମ ଥର ଦେଖୁଛି ବୋଲି ଧର୍ମଶାଳା ବିଧାୟକ କହିଛନ୍ତି।

Advertisment
Bjp BjD Himanshu Sahu