Advertisment

ବିଜେପିରେ ମିଶିବା ପରେ ବିଜେଡିର ଗୁମର ଖୋଲିଲେ ସୁଜିତ

ବିଜେପିରେ ମିଶିବା ପରେ ସୁଜିତ କୁମାରଙ୍କ ସାଂଘାତିକ ଅଭିଯୋଗ। କହିଲେ, ପ୍ରାୟ ଦେଢ଼ବର୍ଷ ହେଲା ଦଳରେ ମୋତେ ଅଣଦେଖା କରାଯାଉଥିଲା। ଦଳର ଜଣେ ଦୁଇ ଜଣ ବଡ଼ ନେତାଙ୍କର ଗୋଲାମୀ ପାଇଁ ବାଧ୍ୟ କରାଯାଉଥିଲା।

Advertisment

ସକାଳେ ବିଜେଡି ଛାଡ଼ିଥିବା ରାଜ୍ୟସଭା ସାଂସଦ ସୁଜିତ କୁମାର କେଇ ଘଣ୍ଟା ଭିତରେ ବିଜେପିର ଯୋଗ ଦେଇଛନ୍ତି। ନୂଆଦିଲ୍ଲୀ ଦଳୀୟ ମୁଖ୍ୟାଳୟରେ ପଦ୍ମ ଧରୁ ଧରୁ ବିଜେଡି ଓ ପୂର୍ବତନ ବିଜେଡି ସରକାର ଉପରେ ବର୍ଷିଛନ୍ତି। ବିଜେଡି ସରକାର ଅମଳରେ କଳାହାଣ୍ଡିରୁ ହଜାରେ କୋଟିରୁ ଅଧିକ ଟଙ୍କାର ଲୁଟ୍ ହୋଇଛି। ଆଉ ଏହି ଲୁଟରେ ବହୁ ବିଜେଡି ନେତା ସାମିଲ ବୋଲି ସେ କହିଛନ୍ତି। ଟେଣ୍ଡର ଫିକ୍ସିଂ ଓ ବାଲି ମାଫିଆଙ୍କ ସହ ମିଶି ଦୁର୍ନୀତି କରୁଥିଲେ ବିଜେଡି ନେତା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe