Advertisment

'ମୁଁ ତାଙ୍କ ଝିଅ ଓ ପୁଅ ବାହାଘରକୁ ରାଞ୍ଚି ଯାଇଥିଲି'

ଏଯାଏଁ ରେଡ୍‌ ବେଳେ 300 କୋଟିରୁ ଅଧିକ ଟଙ୍କା ଜବତ ହେଲାଣି।

Advertisment

ଝାଡ଼ଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ମଦ କମ୍ପାନୀର ବିଭିନ୍ନ ଶାଖା ଓ ସହଯୋଗୀ ସସ୍ଥା ଉପରେ ଆୟକର ଚଢ଼ଉ ପରେ ଚକିତ କରିବାଭଳି ତଥ୍ୟ ପଦାକୁ ଆସିଛି। ଏଯାଏଁ ରେଡ୍‌ ବେଳେ 300 କୋଟିରୁ ଅଧିକ ଟଙ୍କା ଜବତ ହେଲାଣି। ତେବେ ଏହାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କଣ କହିଛନ୍ତି ଶୁଣନ୍ତୁ। 

Advertisment
Odisha Congress Sura Routray IT Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe