Advertisment

ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବିରଞ୍ଚି

ଟିକେଟ ଆଶା ମଉଳିବା ପରେ କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର ସ୍ୱାଧୀନ ଭାବେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

author-image
Manoj Swain

ଭୁବନେଶ୍ୱର ଏକାମ୍ର ଓ ଉତ୍ତର ନିର୍ବାଚନମଣ୍ଡଳୀ ଟିକେଟ ଘୋଷଣା ହୋଇଥିଲେ ମଧ୍ୟ ପ୍ରବଳ ବିଦ୍ରୋହ ପାଇଁ ଅଟକି ରହିଛି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ। ଭୁବନେଶ୍ୱର ଏକାମ୍ରରେ ମଧ୍ୟ ପ୍ରବଳ ଅସନ୍ତୋଷ। ଏକାମ୍ର ଟିକେଟ ପୁଣି ଅଶୋକ ପଣ୍ଡାଙ୍କୁ ମିଳିବା ପରେ ବିଦ୍ରୋହ ବଢ଼ିଛି। ଟିକେଟ ଆଶା ମଉଳିବା ପରେ କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର ସ୍ୱାଧୀନ ଭାବେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Ekamra BjD Odisha