‘ପାଣ୍ଡିଆନ ସାରଙ୍କୁ କ୍ଷମା ମାଗିବିନି’ | I Will Not Apologize To Pandian Sir Said Bhaskar Sahu
Advertisment
5T ସଚିବଙ୍କୁ କାଳିମାଡ଼ କରିଥିବା ଭାସ୍କର ସାହୁ କହିଛନ୍ତି, ମୁଁ କିଛି ଭୁଲ୍ କରି ନାହିଁ, ଶାସନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଏହା ମୋର ଛୋଟ ପଦକ୍ଷେପ, ଦାବି କରିବାର ଅଧିକାର ଅଛି କିନ୍ତୁ ତରିକା ଭୁଲ ଥିଲା, ପାଣ୍ଡିଆନ ଶାସନ କଳର ଅପବ୍ୟବହାର କରୁଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us