ଟିକେଟ୍ ବିକଳେ ଜୟ ପାଣ୍ଡିଆନ୍ !

ବିଜେଡି ସାଂସଦ ସୁଜିତ କୁମାର କହିଲେ ପାଣ୍ଡିଆନ ଜଣେ ବିକାଶ ପୁରୁଷ ।

Manoj Swain
  • Published: Thursday, 26 October 2023
  • Updated: 26 October 2023, 07:06 PM IST

Sports

Latest News

ପ୍ରକୃତରେ ଯିଏ ବି କହିଛି ଠିକ୍ କଥାଟି କହିଛି। ବର୍ଷା ଯୁଆଡ଼େ ଛତା ସିଆଡେ ଭଳି ଆମ ନେତାମାନେ ! ଗତ କିଛି ବର୍ଷ ଧରି ଯେଉଁ ନେତାମାନେ ନବୀନଙ୍କ ଗୁଣଗାନ କରୁଥିଲେ ସେମାନେ ଏବେ ପାଣ୍ଡିଆନଙ୍କ ଗୁଣଗାନ କରିବା ପାଇଁ ଟିକେ ବି ପଛାଉ ନାହାଁନ୍ତି। ବିଜେଡି ସାଂସଦ ସୁଜିତ କୁମାର କହିଲେ ପାଣ୍ଡିଆନ ଜଣେ ବିକାଶ ପୁରୁଷ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos