Advertisment

ଟିକେଟ୍ ବିକଳେ ଜୟ ପାଣ୍ଡିଆନ୍ !

ବିଜେଡି ସାଂସଦ ସୁଜିତ କୁମାର କହିଲେ ପାଣ୍ଡିଆନ ଜଣେ ବିକାଶ ପୁରୁଷ ।

Advertisment

ପ୍ରକୃତରେ ଯିଏ ବି କହିଛି ଠିକ୍ କଥାଟି କହିଛି। ବର୍ଷା ଯୁଆଡ଼େ ଛତା ସିଆଡେ ଭଳି ଆମ ନେତାମାନେ ! ଗତ କିଛି ବର୍ଷ ଧରି ଯେଉଁ ନେତାମାନେ ନବୀନଙ୍କ ଗୁଣଗାନ କରୁଥିଲେ ସେମାନେ ଏବେ ପାଣ୍ଡିଆନଙ୍କ ଗୁଣଗାନ କରିବା ପାଇଁ ଟିକେ ବି ପଛାଉ ନାହାଁନ୍ତି। ବିଜେଡି ସାଂସଦ ସୁଜିତ କୁମାର କହିଲେ ପାଣ୍ଡିଆନ ଜଣେ ବିକାଶ ପୁରୁଷ ।

Advertisment
Vk Pandian BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe