Advertisment

'ସଭାପତି ବଦଳିଗଲେ ଦଳର ଭାଗ୍ୟ ବଦଳେ ନାହିଁ'

ସଭାପତି ବଦଳିଗଲେ ଯଦି ଦଳର ଭାଗ୍ୟ ପରିବର୍ତ୍ତନ ହୁଅନ୍ତା ତେବେ ସମସ୍ତେ ସଭାପତି ବଦଳାଇ ଦିଅନ୍ତେ, ମୁଁ ମନମୋହନ ସାମଲଙ୍କୁ ବ୍ୟକ୍ତିଗତ ଭାବେ ଜାଣିଛି ଆଉ ତାଙ୍କୁ ଅଭିନନ୍ଦନ ଜଣାଉଛି ବୋଲି କହିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

author-image
Manoj Swain

ଯଦି ସଭାପତି ବଦଳିଲେ ଭାଗ୍ୟ ପରିବର୍ତ୍ତନ ହୋଇଯାଆନ୍ତା ତେବେ ସମସ୍ତେ ସଭାପତି ବଦଳାଇବାରେ ଲାଗନ୍ତେ, ମୁଁ ମନମୋହନ ସାମଲଙ୍କୁ ବ୍ୟକ୍ତିଗତ ଭାବେ ଜାଣିଛି ଆଉ ତାଙ୍କୁ ଅଭିନନ୍ଦନ ଜଣାଉଛି ବୋଲି କହିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

Advertisment
Bjp Soumya Ranjan Patnaik Manmohan Samal