‘ମୋତେ ଆଇଆଇସି ଗେଟ ଆଉଟ କହିଥିଲେ’ | Odisha Reporter
ଆଜି ଜିଲ୍ଲାପାଳ ସମ୍ମିଳନୀରେ ଥାନାରେ ଦୁର୍ବ୍ୟବହାର ପ୍ରସଙ୍ଗ ମନେ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିର୍ବାଚନ ପୂର୍ବରୁ କେନ୍ଦୁଝର ଥାନାରେ ତାଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ନେଇ ଜିଲ୍ଲାପାଳ ସମ୍ମିଳନୀରେ ଉଦାହରଣ ଦେଇଥିଲେ । କିଭଳି ତାଙ୍କୁ ଥାନାରୁ ଗେଟ୍ ଆଉଟ୍ କହିଥିଲେ ଜଣେ ଥାନା ଅଧିକାରୀ ତାହା ସେ ମନେ ପକାଇବା ସହ ସାଧାରଣ ଲୋକଙ୍କ ପ୍ରତି ପୁଲିସ କିଭଳି ବ୍ୟବହାର କରୁଛି ସେନେଇ ସୂଚନା ଦେଇଥିଲେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
