Advertisment

ମୋତେ IIC କହିଥିଲେ ଗେଟ୍ ଆଉଟ୍: ମୁଖ୍ୟମନ୍ତ୍ରୀ

ଥାନାରେ ଦୁର୍ବ୍ୟବହାର ପ୍ରସଙ୍ଗ ମନେ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିର୍ବାଚନ ପୂର୍ବରୁ କେନ୍ଦୁଝର ଥାନାରେ ତାଙ୍କ ପ୍ରତି ଦୁର୍ବ୍ୟବହାର କଥା କହିଲେ ।

Advertisment

ଆଜି ଜିଲ୍ଲାପାଳ ସମ୍ମିଳନୀରେ ଥାନାରେ ଦୁର୍ବ୍ୟବହାର ପ୍ରସଙ୍ଗ ମନେ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିର୍ବାଚନ ପୂର୍ବରୁ କେନ୍ଦୁଝର ଥାନାରେ ତାଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ନେଇ ଜିଲ୍ଲାପାଳ ସମ୍ମିଳନୀରେ ଉଦାହରଣ ଦେଇଥିଲେ । କିଭଳି ତାଙ୍କୁ ଥାନାରୁ ଗେଟ୍‌ ଆଉଟ୍‌ କହିଥିଲେ ଜଣେ ଥାନା ଅଧିକାରୀ ତାହା ସେ ମନେ ପକାଇବା ସହ ସାଧାରଣ ଲୋକଙ୍କ ପ୍ରତି ପୁଲିସ କିଭଳି ବ୍ୟବହାର କରୁଛି ସେନେଇ ସୂଚନା ଦେଇଥିଲେ । 

Advertisment
CM Mohan Charan Majhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe