ପ୍ରଥମ ଥର ଲାଗି କଂଗ୍ରେସଠାରୁ ଅଧିକ ପ୍ରାର୍ଥୀ ଦେଇଛି ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ଦେଶରେ ଲାଗି ରହିଛି ନିର୍ବାଚନୀ ତାତି । ଯଦିଓ ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ସରି ଯାଇଛି, ତଥାପି ଉଷ୍ମତା କମି ନାହିଁ। ଲାଗୁଛି, ୨୩ରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ଏହି ଉଷ୍ମତା ଲାଗି ରହିବ। ଦେଶରେ ଦୁଇ ପ୍ରମୁଖ ଦଳ ବିଜେପି-କଂଗ୍ରେସ। ଏମାନଙ୍କ ମଧ୍ୟରୁ ଯିଏ ବହୁମତ ପାଇବ ସିଏ ସରକାର ଗଢିବ। ଯଦି କେହି ବହୁମତ ନ ପାଆନ୍ତି ତେବେ ଜଣଙ୍କ ନେତୃତ୍ୱରେ ଗଢା ହେବ ମେଣ୍ଟ ସରକାର। […]

modi2

modi2

Minati Mishra
  • Published: Wednesday, 01 May 2019
  • Updated: 01 May 2019, 04:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ଦେଶରେ ଲାଗି ରହିଛି ନିର୍ବାଚନୀ ତାତି । ଯଦିଓ ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ସରି ଯାଇଛି, ତଥାପି ଉଷ୍ମତା କମି ନାହିଁ। ଲାଗୁଛି, ୨୩ରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ଏହି ଉଷ୍ମତା ଲାଗି ରହିବ।

ଦେଶରେ ଦୁଇ ପ୍ରମୁଖ ଦଳ ବିଜେପି-କଂଗ୍ରେସ। ଏମାନଙ୍କ ମଧ୍ୟରୁ ଯିଏ ବହୁମତ ପାଇବ ସିଏ ସରକାର ଗଢିବ। ଯଦି କେହି ବହୁମତ ନ ପାଆନ୍ତି ତେବେ ଜଣଙ୍କ ନେତୃତ୍ୱରେ ଗଢା ହେବ ମେଣ୍ଟ ସରକାର। ତେବେ କିଏ ନେବ ନେତୃତ୍ୱ ? ରାଜନୀତି ପୃଷ୍ଟଭୂମିକୁ ଦେଖଲେ ଜାଣିବା, ବିଜେପି ଏଥର ପ୍ରଥମ ଥର ପାଇଁ କଂଗ୍ରେସ ତୁଳନାରେ ସର୍ବାଧିକ ପ୍ରାର୍ଥୀ ଦେଇଛି। ୨୦୧୯ ନିର୍ବାଚନରେ ବିଜେପି ୪୩୭ ପ୍ରାର୍ଥୀ ଦେଇଛି।

୨୦୧୪ରେ ଦଳ ୪୨୭ ଆସନରେ ପ୍ରାର୍ଥୀ ଦେଇଥିବାବେଳେ କଂଗ୍ରେସ ୪୫୦ ଆସନରେ ପ୍ରାର୍ଥୀ ଦେଇଥିଲା। ବିଜେପି ୨୮୨ ଆସନରେ ଜିତିଥିବା ବେଳେ କଂଗ୍ରେସର ସାଂସଦ ସଂଖ୍ୟା ୫୦ ଛୁଇଁ ପାରି ନ ଥିଲା। ଏହି ନିର୍ବାଚନରେ କଂଗ୍ରେସକୁ ଘୋର ବିପର୍ଯ୍ୟୟର ସାମ୍‌ନା କରିବାକୁ ପଡ଼ିଥିଲା । ଦଳ ମାତ୍ର ୪୪ ଆସନରେ ସନ୍ତୁଷ୍ଟ ରହିଥିଲା। ୨୦୧୪ ନିର୍ବାଚନରେ ବିଜେପିର ଏତେ ବଡ ସଫଳତା ପାଇବା ପଛରେ ମୁଖ୍ୟ କାରଣ ଥିଲା ମୋଦି ଲହର।

ଗତ କିଛି ବର୍ଷ ଧରି ବିଜେପିର ସଫଳତା ହାର ବଢି ଚାଲିଛି। ୧୯୯୬ରୁ ୨୦୧୪ ମଧ୍ୟରେ ହୋଇଥିବା ଲୋକସଭା ନିର୍ବାଚନରେ ବିଜେପିର ସଫଳତାର ଗ୍ରାଫ୍‌ ଦେଖିଲେ ଜଣାପଡ଼େ, କେବଳ ୨୦୦୯ରେ ବିଜେପି ସଫଳତା ହାର କଂଗ୍ରେସଠାରୁ କମ୍‌ ଥିଲା।

ରାଜନୈତିକ ବିଶ୍ଳେଷକଙ୍କ କହିବା ଅନୁଯାୟୀ, ଅଧିକ ଆସନ ନିଜ କବ୍‌ଜାକୁ ଆଣିବାପାଇଁ ବିଜେପି ଅନେକ ଦିନରୁ ତାର ଯୋଜନାବଦ୍ଧ କାମ ଆରମ୍ଭ କରିଥିଲା। ୨୦୧୪ ପରେ ବିଜେପି ସାରା ଭାରତରେ ତାର ପ୍ରଭାବ ବିସ୍ତାର କରିପାରିଛି। ଆଉ ସେହି କାରଣରୁ ଏଥର ବିଜେପି କଂଗ୍ରେସଠାରୁ ଅଧିକ ଆସନରେ ପ୍ରାର୍ଥୀ ଦେଇଛି।

ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବିଜେପି ଏନଡିଏ ସହଯୋଗୀ ଦଳର ହାତ ଛାଡି ଏଥର ଏକାଏକା ନିର୍ବାଚନ ଲଢୁଛି। ଅନ୍ୟପକ୍ଷରେ ସେହି ସ୍ଥାନରେ କଂଗ୍ରେସ ତୁଳନାତ୍ମକ ଭାବେ ଅଳ୍ପ ସ୍ଥାନରେ ପ୍ରାର୍ଥୀ ଦେଉଛି। କାରଣ, କଂଗ୍ରେସ ୨୦୧୪ ତୁଳନାରେ ଏଥର ଅଧିକ ଦଳ ସହ ମେଣ୍ଟ କରିଛି ଓ ସେହି ଅନୁସାରେ ତାକୁ ସିଟ୍‌ ବାଣ୍ଟିବାକୁ ପଡ଼ିଛି।

୨୩ ବର୍ଷ ମଧ୍ୟରେ କିଏ ପାଇଛି କେତେ ସଫଳତା

୨୦୧୪: ବିଜେପି ୪୨୮ ସିଟ୍‌ରେ ଲଢି ୨୮୨ରେ ଜିତିଥିଲା। ସଫଳତାର ହାର ୬୫.୮୮%
କଂଗ୍ରେସ-୪୬୪ ସିଟ୍‌ରେ ଲଢି ୪୪ରେ ଜିତିଛି। ସଫଳତା ହାର-୯.୪୮%
୨୦୦୯: ବିଜେପି ୪୩୩ ସିଟ୍‌ରେ ଲଢି ୧୧୬ରେ ଜିତିଥିଲା । ସଫଳତା ହାର-୨୬.୭୮%
କଂଗ୍ରେସ୪୪୦ ସିଟ୍‌ରେ ଲଢି ୨୦୬ରେ ଜିତିଥିଲା। ସଫଳତା ହାର-୪୫.୮୧%
୨୦୦୪:ବିଜେପି ୩୬୪ ସିଟ୍‌ରେ ଲଢି ୧୩୮ ଆସନରେ ଜିତିଥିଲା। ହାର-୩୭.୯୧%
କଂଗ୍ରେସ ୪୧୭ ଆସନରେ ଲଢି୧୪୫ରେ ଜିତିଥିଲା। ହାର-୩୪.୭୭%
୧୯୯୯:ବିଜେପି ୩୩୯ ଆସନରେ ଲଢି ୧୮୨ରେ ଜିତିଥିଲା। ହାର-୫୩.୬୮%
କଂଗ୍ରେସ ମୋଟ ୪୫୩ ଆସନରେ ଲଢି ୧୧୪ ଆସନରେ ଜିତିଥିଲା। ହାର-୨୫.୧୬
୧୯୯୮: ବିଜେପି ୩୩୮ ଆସନରେ ଲଢି ୧୮୨ ଆସନରେ ଜିତିଥିଲା। ସଫଳତା ହାର ୪୬.୯୦%
କଂଗ୍ରେସ ୪୭୭ ଆସନରେ ପ୍ରାର୍ଥୀ ଦେଇ ୧୪୧ସିଟ୍‌ ହାତେଇଥିଲା। ସଫଳତାର ହାରଥିଲା ୨୯.୫୫
୧୯୯୬: ବିଜେପି ୪୭୧ ଆସନରେ ପ୍ରାର୍ଥୀ ଦେଇ ୧୬୧ରେ ଜିତିଥଲାହ । ସଫଳତା ହାର ଥିଲା ୩୪.୧୮% ଏବଂ କଂଗ୍ରେସ ୫୨୯ ଆସନରେ ଭୋଟ ଦେଇ ୧୪୦ ଆସନ ନିଜ କବ୍‌ଜାରେ ରଖିଥିଲା। ସଫଳତାର ହାର ଥିଲା ୨୬.୪୬

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story