ଆସିଲେ ଏମିତି ଘାଣ୍ଟିଦେବ ସିବିଆଇ ! | Odisha Reporter
ରାଜ୍ୟବାସୀ ଜୀବନରେ କେବେ ଏତେ ପରିମାଣରେ ଦେଖିନଥିବା ଟଙ୍କା ଦେଖୁଛନ୍ତି। ଆଉ ସବୁଆଡ଼େ ଖାଲି ଫୁସୁରୁଫାସର ହେଉଛନ୍ତି ଏତେ ଟଙ୍କା କାହାର ? ଓଡ଼ିଶା ଭଳି ରାଜ୍ୟରେ ଏମିତି ଟଙ୍କା କେବେ କିଏ ଦେଖିନଥିଲେ। ଏହି ଟଙ୍କାକୁ ଗଣି ଗଣି ଅଫିସରଙ୍କ ଆଙ୍ଗୁଣ୍ଠି ବଥା ହେଉଛି ଆଉ ମେସିନି ବି ହାଲିଆ ହୋଇଯାଉଛି। ହେଲେ ଏତେ ପରିମାଣର ଟଙ୍କା ସରିବାର ନାଁ ନେଉନି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
