Advertisment

ଆସିଲେ ଏମିତି ଘାଣ୍ଟିଦେବ ସିବିଆଇ !

ରାଜ୍ୟବାସୀ ଜୀବନରେ କେବେ ଏତେ ପରିମାଣରେ ଦେଖିନଥିବା ଟଙ୍କା ଦେଖୁଛନ୍ତି। ଆଉ ସବୁଆଡ଼େ ଖାଲି ଫୁସୁରୁଫାସର ହେଉଛନ୍ତି ଏତେ ପରିମାଣର ଟଙ୍କା କାହାର ?

Advertisment

ରାଜ୍ୟବାସୀ ଜୀବନରେ କେବେ ଏତେ ପରିମାଣରେ ଦେଖିନଥିବା ଟଙ୍କା ଦେଖୁଛନ୍ତି। ଆଉ ସବୁଆଡ଼େ ଖାଲି ଫୁସୁରୁଫାସର ହେଉଛନ୍ତି ଏତେ ଟଙ୍କା କାହାର ? ଓଡ଼ିଶା ଭଳି ରାଜ୍ୟରେ ଏମିତି ଟଙ୍କା କେବେ କିଏ ଦେଖିନଥିଲେ। ଏହି ଟଙ୍କାକୁ ଗଣି ଗଣି ଅଫିସରଙ୍କ ଆଙ୍ଗୁଣ୍ଠି ବଥା ହେଉଛି ଆଉ ମେସିନି ବି ହାଲିଆ ହୋଇଯାଉଛି। ହେଲେ ଏତେ ପରିମାଣର ଟଙ୍କା ସରିବାର ନାଁ ନେଉନି। 

Advertisment
Odisha BjD Bjp IT Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe