କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ; ବଦଳି ଯାଇଛି ରାଜନୈତିକ ପାଣିପାଗ

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ପ୍ରଦାନ କରାଯିବ ‘ଭାରତ ରତ୍ନ’ ସମ୍ମାନ। ମରଣୋତ୍ତର ଭାବେ ତାଙ୍କୁ ମିଳିବ ଦେଶର ଏହି ସର୍ବୋଚ୍ଚ ବେସାମରିକ ସମ୍ମାନ।

Manoj Swain
  • Published: Thursday, 25 January 2024
  • Updated: 25 January 2024, 06:13 PM IST

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଏବଂ ସମାଜସେବୀ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ସମ୍ମାନ ଘୋଷଣା ପରେ ବଦଳି ଯାଇଛି ରାଜନୈତିକ ପାଣିପାଗ। ଠିକ୍ ସମୟରେ ମୋଦି ସରକାରଙ୍କ ଠିକ୍ ନିଷ୍ପତ୍ତି ଏବେ ବିରୋଧୀଙ୍କ ପାଇଁ ବଡ଼ ବିପତ୍ତି ଆଣିଦେଇଛି। ଅନ୍ୟତମ ହିନ୍ଦୀ ହାର୍ଟଲାଣ୍ଡ ରାଜ୍ୟ ବିହାରରେ ମୋଦିଙ୍କ ବିରୋଧରେ ଥିବା ମେଣ୍ଟ ସରକାର ମଧ୍ୟରେ ଫାଟ ଦେଖାଦେଇଛି। ତିନି ଦଳର ନେତାଙ୍କର ମତ ପାର୍ଥକ୍ୟ ଆଗାମୀ ଦିନରେ ବଡ଼ ଝଟକା ଦେଇପାରେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos