ଇଣ୍ଡି ମେଣ୍ଟ ଭାଙ୍ଗିଦେବ କି କର୍ପୂରୀଙ୍କୁ ‘ଭାରତ ରତ୍ନ’ | Bihar Leaders Clash Over Bharat Ratna | OR
Advertisment
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଏବଂ ସମାଜସେବୀ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ସମ୍ମାନ ଘୋଷଣା ପରେ ବଦଳି ଯାଇଛି ରାଜନୈତିକ ପାଣିପାଗ। ଠିକ୍ ସମୟରେ ମୋଦି ସରକାରଙ୍କ ଠିକ୍ ନିଷ୍ପତ୍ତି ଏବେ ବିରୋଧୀଙ୍କ ପାଇଁ ବଡ଼ ବିପତ୍ତି ଆଣିଦେଇଛି। ଅନ୍ୟତମ ହିନ୍ଦୀ ହାର୍ଟଲାଣ୍ଡ ରାଜ୍ୟ ବିହାରରେ ମୋଦିଙ୍କ ବିରୋଧରେ ଥିବା ମେଣ୍ଟ ସରକାର ମଧ୍ୟରେ ଫାଟ ଦେଖାଦେଇଛି। ତିନି ଦଳର ନେତାଙ୍କର ମତ ପାର୍ଥକ୍ୟ ଆଗାମୀ ଦିନରେ ବଡ଼ ଝଟକା ଦେଇପାରେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us