ଶୀତ ଅଧିବେଶନରୁ ୯୨ ସାଂସଦଙ୍କ ନିଲମ୍ବନ ପରେ ଆଜି ବସୁଛି 'ଇଣ୍ଡିଆ' ବୈଠକ

ଦିଲ୍ଲୀର ଅଶୋକା ହୋଟେଲରେ ଏହି ବୈଠକ ଅନୁଷ୍ଠିତ ହେବ।

INDIA bloc

ଇଣ୍ଡିଆ ମେଣ୍ଟ ଦଳ ସଦସ୍ୟ

Debibandita Barick
  • Published: Tuesday, 19 December 2023
  • Updated: 19 December 2023, 09:10 AM IST

Sports

Latest News

ଆଜି ବସିବାକୁ ଯାଉଛି ବିରୋଧୀ ମେଣ୍ଟ ଦଳ ଇଣ୍ଡିଆ ବୈଠକ। ଗତକାଲି ଉଭୟ ଲୋକସଭା ଏବଂ ରାଜ୍ୟସଭାରୁ 92 ଜଣ ସାଂସଦଙ୍କୁ ନିଲମ୍ବନ କରାଯିବା ପରେ ଇଣ୍ଡିଆ ବ୍ଲକ୍ ବୈଠକ ଡାକିଛି। ବୈଠକରେ ସିଟ୍ ବଣ୍ଟନ ଏବଂ 2024 ଲୋକସଭା ନିର୍ବାଚନରେ ବିଜେପିକୁ ଗାଦିଚ୍ୟୁତ କରିବା ନେଇ ରଣନୀତି ପ୍ରସ୍ତୁତ ଉପରେ ଆଲୋଚନା ହେବ।

ନିକଟରେ ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ବୈଠକ ଡାକିଥିଲା। କିନ୍ତୁ ବିଭିନ୍ନ ଦଳର ମୁଖିଆମାନେ ଯୋଗ ଦେଇପାରିବେ ନାହିଁ ବୋଲି ମନା କରି ଦେଇଥିଲେ। ଏହାପରେ ବୈଠକକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଗତକାଲି ଶୀତ ଅଧିବେଶନରୁ 79 ଜଣ ସାଂସଦ ନିଲମ୍ବିତ ହେବା ପରେ ହଠାତ୍ ଆଜି ବୈଠକ ବସିବାକୁ ଯାଉଛି। 

ଡିସେମ୍ବର 13ରେ ଲୋକସଭାରେ ସ୍ମୋକ୍ ଆଟାକକୁ ନେଇ ଉଭୟ ଗୃହରେ ବିରୋଧୀ ଦଳ ସାଂସଦମାନେ ପ୍ରବଳ ହୋହଲ୍ଲା ଜାରି ରଖିଥିଲେ। ଗୃହ ମନ୍ତ୍ରୀ ଅମିତ ଶାହ ବିବୃତ୍ତି ରଖନ୍ତୁ ବୋଲି ସାଂସଦମାନେ ଦାବି କରି ପ୍ରବଳ ହଙ୍ଗାମା କରିଥିଲେ। 14 ତାରିଖରେ ରାଜ୍ୟସଭାର ଜଣେ ସାଂସଦଙ୍କୁ ମିଶାଇ ଉଭୟ ଗୃହରୁ 13 ଜଣ ସାଂସଦ ନିଲମ୍ବିତ ହୋଇଥିଲେ। ଗତକାଲି ପୁଣି ଲୋକସଭାରୁ 34 ଜଣ ସାଂସଦ ନିଲମ୍ବନ ହେବାପରେ ରାଜ୍ୟସଭାର 45 ଜଣ ସାଂସଦଙ୍କୁ ସସପେଣ୍ଡ କରିଥିଲେ ଅଧ୍ୟକ୍ଷ ଜଗଦୀଶ ଧନଖଡ।

Also Read

ଗୋଟିଏ ଅଧିବେଶନରେ ସର୍ବାଧିକ 92 ସାଂସଦ ନିଲମ୍ବିତ ହେବା ପରେ ବିରୋଧୀ ଦଳମାନେ ସକ୍ରିୟ ହୋଇପଡିଛନ୍ତି। ଆଜି ହଠାତ୍ ମେଣ୍ଟ ବୈଠକ ଡକାଇଛନ୍ତି। ଦିଲ୍ଲୀର ଅଶୋକା ହୋଟେଲରେ ଏହି ବୈଠକ ଅନୁଷ୍ଠିତ ହେବ।

ବୈଠକରେ ତିନି ରାଜ୍ୟରେ ପରାଜୟକୁ ନେଇ ମଧ୍ୟ ଆଲୋଚନା ହୋଇପାରେ। ଏହାର ଗୋଟିଏ ଦିନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ କହିଥିଲେ ଯେ, ଆଗାମୀ ଇଣ୍ଡିଆ ବୈଠକରେ 2024 ଲୋକସଭାରେ କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ସେ ଉପରେ ନିଷ୍ପତ୍ତି ନିଆଯିବ। ବିଜେପିକୁ ଗାଦିଚ୍ୟୁତ କରିବା ପାଇଁ ଆସନ ବଣ୍ଟନ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ମମତା କହିଥିଲେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story