Advertisment

ବୋହୂକୁ ବିଦା କରିଦେଇଥିଲେ ଇନ୍ଦିରା ଗାନ୍ଧି

ଯୁବାବସ୍ଥାରେ ଶାଶୁଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ଜଣେ ବିଧବା ମହିଳାଙ୍କୁ ଆଜି ସାରା ବିଶ୍ୱ ଜାଣୁଛି। ଯାହିତାହି ପରିବାରର ନୁହେଁ ସେ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ବୋହୂ। ରାଜୀବଙ୍କ ସାନ ଭାଇ ସଞ୍ଜୟ ଗାନ୍ଧିଙ୍କ ସ୍ତ୍ରୀ ହେଉଛନ୍ତି ମେନକା ଗାନ୍ଧି। ଶ୍ୱଶୁରାଳୟରେ ଜୀବନ ଦୁର୍ବିସହ ହେବା ସବୁ ବର୍ଗ, ଜାତି ଆଉ ଧର୍ମରେ ଦେଖିବାକୁ ମିଳେ। ବଡ଼ବଡ଼ିଆ ବି ଏଥିରୁ ବାଦ ପଡ଼ନ୍ତି ନାହିଁ।

author-image
Debendra Prusty

Maneka Gandhi Congress Indira Gandhi