ଶଙ୍ଖ ସଂପର୍କରେ ବଡ଼ ଫାଟ !

  • Published: Tuesday, 03 October 2023
  • , Updated: 03 October 2023, 11:19 AM IST

ଯେଉଁଠି ଦେଖିବ ନାଟ, ସବୁଠି ଶଙ୍ଖରେ ଫାଟ । ଗୀନ୍ଧୀ ଜୟନ୍ତୀରୁ ବିଜେଡି କରୁଛି ଜନ ସଂପର୍କ ଯାତ୍ରା, କିନ୍ତୁ ଜଳ ଜଳ ଦିଶୁଛି ନେତାଙ୍କ ଭିତରେ ସଂପର୍କର ତିକ୍ତତା । ସାଲେପୁରରୁ ରାଜନଗର । କେଉଁଠି ଦୁଇ ଗୋଷ୍ଠୀର ପଦଯାତ୍ରା ତ, ଆଉ କେଉଁଠି ଅହିଂସା ଯାତ୍ରାରେ ହିଂସା ।

Related story