Advertisment

'ଭାସ୍କର ସାହୁ ବିଜେଡିର'

5ଟି ସଚିବଙ୍କୁ କାଳିମାଡ଼ ଘଟଣାକୁ ନିନ୍ଦା କରିଛି ବିଜେପି । ବିଜେପି ନେତା ଓମ ପ୍ରକାଶ ମିଶ୍ର କହିଛନ୍ତି କାଳିମାଡ କରିଥିବା ବ୍ୟକ୍ତି ଭାସ୍କର ସାହୁ ବିଜେଡି ଦଳର ।

author-image
Manoj Swain

5T ସଚିବ ଭି. କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ । ପୁରୀ ଜିଲ୍ଲା ସତ୍ୟବାଦୀରେ ଥିବା ୟୁଜିଏସ୍ କଲେଜ ସଭାରେ ପାଣ୍ଡିଆନଙ୍କୁ କାଳିମାଡ଼ ହୋଇଛି। ଏହା ସହିତ ପୁରୀ ଜିଲ୍ଲାପାଳଙ୍କ ମୁହଁରେ ମଧ୍ୟ କାଳି ପଡ଼ିଥିଲା।  5ଟି ସଚିବଙ୍କୁ କାଳିମାଡ଼ ଘଟଣାକୁ ନିନ୍ଦା କରିଛି ବିଜେପି । ବିଜେପି ନେତା ଓମ ପ୍ରକାଶ ମିଶ୍ର କହିଛନ୍ତି କାଳିମାଡ କରିଥିବା ବ୍ୟକ୍ତି ଭାସ୍କର ସାହୁ ବିଜେଡି ଦଳର ।

Advertisment
Vk Pandian Odisha