\'ଭାସ୍କର ସାହୁ ବିଜେଡିର\' | Odisha Reporter
Advertisment
5T ସଚିବ ଭି. କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ । ପୁରୀ ଜିଲ୍ଲା ସତ୍ୟବାଦୀରେ ଥିବା ୟୁଜିଏସ୍ କଲେଜ ସଭାରେ ପାଣ୍ଡିଆନଙ୍କୁ କାଳିମାଡ଼ ହୋଇଛି। ଏହା ସହିତ ପୁରୀ ଜିଲ୍ଲାପାଳଙ୍କ ମୁହଁରେ ମଧ୍ୟ କାଳି ପଡ଼ିଥିଲା। 5ଟି ସଚିବଙ୍କୁ କାଳିମାଡ଼ ଘଟଣାକୁ ନିନ୍ଦା କରିଛି ବିଜେପି । ବିଜେପି ନେତା ଓମ ପ୍ରକାଶ ମିଶ୍ର କହିଛନ୍ତି କାଳିମାଡ କରିଥିବା ବ୍ୟକ୍ତି ଭାସ୍କର ସାହୁ ବିଜେଡି ଦଳର ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us