Advertisment

ସୋଶାଲ ମିଡିଆରେ ଭାସ୍କର କ୍ରେଜ

କାଳିମାଡ ଘଟଣା ପରେ କିଏ ନେଲା ମାଇଲେଜ ? ଭାସ୍କର ସାହୁ ନା ଭି କେ ପାଣ୍ଡିଆନ ? ପୁରା ଘଟଣାକୁ ନେଇ ନାନା ମୁନି ନାନା ମତ ଦେଉଛନ୍ତି । ହେଲେ କାଳିମାଡ କରିବା, ପରେ ପୁଲିସ ଗିରଫ କରିବା ଆଉ ଛାଡି ଦେବା ପରେ ଏବେ ରାସ୍ତାରେ କଲର ଟେକି ବୁଲୁଛନ୍ତି ଭାସ୍କର ।

Advertisment

କାଳିମାଡ ଘଟଣା ପରେ କିଏ ନେଲା ମାଇଲେଜ ? ଭାସ୍କର ସାହୁ ନା ଭି କେ ପାଣ୍ଡିଆନ ? ପୁରା ଘଟଣାକୁ ନେଇ ନାନା ମୁନି ନାନା ମତ ଦେଉଛନ୍ତି । ହେଲେ କାଳିମାଡ କରିବା, ପରେ ପୁଲିସ ଗିରଫ କରିବା ଆଉ ଛାଡି ଦେବା ପରେ ଏବେ ରାସ୍ତାରେ କଲର ଟେକି ବୁଲୁଛନ୍ତି ଭାସ୍କର । କାହିଁକି ନା ସେ ଜାଣିଛନ୍ତି ସେ କିଛି ଭୁଲ କରି ନାହାନ୍ତି ।

Advertisment
Odisha Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe