Advertisment

ହିରୋ ହୋଇଗଲେ ଭାସ୍କର !

ସାରା ରାଜ୍ୟରେ ପଡିଲା ଚହଳ । 5ଟି ସଚିବଙ୍କ ଉପରେ ପଡିଲା ପ୍ରତିବାଦର କାଳି । କାହାଠୁ ବଳ ପାଇଲେ ଭାସ୍କର ସାହୁ ? କାଳିମାଡ଼ କରିବାକୁ ସାହସ ଜୁଟାଇଲେ କିପରି ?

author-image
Manoj Swain

ସାରା ରାଜ୍ୟରେ ପଡିଲା ଚହଳ । 5ଟି ସଚିବଙ୍କ ଉପରେ ପଡିଲା ପ୍ରତିବାଦର କାଳି । କାହାଠୁ ବଳ ପାଇଲେ ଭାସ୍କର ସାହୁ ? କାଳିମାଡ଼ କରିବାକୁ ସାହସ ଜୁଟାଇଲେ କିପରି ? କିଏ କରୁଛି ପ୍ରଶଂସା ତ କିଏ କରୁଛି ସମାଲୋଚନା । ସବୁଆଡେ ହେଉଥିଲା ବିରୋଧ, ସତ୍ୟବାଦୀରେ କିନ୍ତୁ ହେଲା ଭିନ୍ନ । ରାଜନୈତିକ ଷଡଯନ୍ତ୍ର ନା ପୁଞ୍ଜିଭୁତ ଅସନ୍ତୋଷ ।

Advertisment
Odisha Vk Pandian