ଭୋଟ୍ ପାଇଁ SHG ମହିଳାଙ୍କୁ ହାତଉଛନ୍ତି ସରକାର | Odisha Reporter
Advertisment
ଭୋଟ୍ ହାତେଇବା ପାଇଁ ମିଶନ ଶକ୍ତିକୁ ସ୍କୁଟି ଲୋନ୍ । ହେଲେ ମିଶନ ଶକ୍ତିର ସବୁ ମହିଳାଙ୍କୁ ମିଳିବନି ଏହି ସୁବିଧା । ଏକଥା କହି ଖୋଦ୍ ମିଶନ ଶକ୍ତି ମହିଳା ସରକାରଙ୍କ ପୋଲ୍ ଖୋଲିଥିବା ବେଳେ ସ୍କୁଟି ଯୋଜନାରେ ସରକାର ପାତରଅନ୍ତର କରୁଥିବା ଅଭିଯୋଗ କରିଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us